• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Anganwadi Centre

Anganwadi center  Problem
ଘରେ ତାଲା ପକାଇଦେଲା ଠିକାଦାର...ମାଟି ଘରେ ପିଲା ପାଠ ପଢୁଛନ୍ତି

ବିଲ୍‌ ମିଳିନି ବୋଲି ନୂଆ ଘର ତିଆରି ପରେ ବି ତାଲା ଖୋଲୁନି ଠିକାଦାର । ଘର ସରିବାର ୩ ବର୍ଷ ପୂରିଲାଣି ହେଲେ ଏଯାଏଁ ଆରମ୍ଭ ହେଲାନି ପଢା...ଭଙ୍ଗାଦଦରା ମାଟି ଘରେ ବର୍ଷାରେ ଓଦା ହୋଇ ପିଲା ପଢୁଛନ୍ତି ପାଠ।

Anganwadi centre in Odisha’s Mohana reels under lack of basic facilities
ଦିଦି ନାହାନ୍ତି, ଖାଦ୍ୟ ନାହିଁ, ଘର ବି ନାହିଁ...ପିଲାଏ ପଢିବେ କେମିତି?

ଏଠି କିଛି ନାହିଁ । ଦିଦି ନାହାନ୍ତି, ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନାହିଁ କି କୁନିକୁନି ପିଲାଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ। ସହାୟିକାଙ୍କ ଘରେ ପିଲା ପଢୁଥିଲେ ହେଲେ ସେ ବାହା ହେବା ପରେ ଏବେ ପିଲାଙ୍କ ପାଠରେ ବନ୍ଧା ହେଲା ଡୋରି

anganwadi centre
ଅଙ୍ଗନବାଡ଼ିରେ ଚାଲିଛି ପ୍ରାଇମେରୀ ସ୍କୁଲ୍

ପ୍ରାଥମିକ ବିଦ୍ୟାଳୟ ଅଛି କିନ୍ଚୁ ଶ୍ରେଣୀ ଗୃହ ନାହିଁ.. ରାଜ୍ୟରେ ଏମିତି ଚାଲିଛି ପାଠ ପଢା

Anganwadis buildings
କାଲିର ଭବିଷ୍ୟତ ଆଜି ଭଙ୍ଗା ଦଦରା ଘରେ ଗଢୁଛନ୍ତି ଭବିଷ୍ୟତ

ଗଛ ମୂଳେ କାଲିର ଭବିଷ୍ୟତ । ସ୍କୁଲ ଘର ସବୁ ଭଙ୍ଗିରୁଜି ନଷ୍ଟ । କୋମଳମତି ପିଲାମାନଙ୍କ ଭବିଷ୍ୟତ ଅନ୍ଧାର , ସାର୍ ବି ନାଚାର ସେ ବି କରିବେ କଣ?

Anganwadi Centre
ଅଙ୍ଗନୱାଡ଼ି କେନ୍ଦ୍ରରେ ଦିଦି ନୁହଁ, ରୋଷେୟା ପଢ଼ାଉଛନ୍ତି ପାଠ

୨ ବର୍ଷ ହେଲାଣି ଦିଦି ନାହାନ୍ତି। ଅଙ୍ଗନବାଡିରେ କୁନି କୁନି ପିଲାଙ୍କୁ ପାଠ ପଢାଉଛନ୍ତି ରୋଷେୟା…ଭାତ ବସେଇ ଦେଇ ପିଲାଙ୍କୁ ଅ’ ଡକାଉଛନ୍ତି ତ ଆଉ କେତେବେଳେ ତରକାରୀ ବସାଇ ଦେଇ ଆ’ ଡକାଉଛନ୍ତି।

anganwadi
ଗଛ ମୂଳେ ଅଙ୍ଗନୱାଡି : ୧୩ ବର୍ଷ ହେବ ଗଛମୂଳେ ଚାଲିଛି କୁନି ପିଲାଙ୍କ ପାଠପଢା

ପିଲାଙ୍କ ଭବିଷ୍ୟତ ଆରମ୍ଭ ହେଉଛି ଗଛ ମୂଳରୁ... ଏ କଥା ଟିକିଏ ଅଡୁଆ ଲାଗୁଥିଲେ ବି ସତ। ଘର ଖଣ୍ଡେ ନ ଥିବାରୁ ଟାଇଁ ଟାଇଁ ଖରାରେ ଗଛ ମୂଳେ ପଢୁଛନ୍ତି କୁନି କୁନି ପିଲା। ଆଉ ବର୍ଷା ହେଲେ କାହା ପିଣ୍ଢା ହିଁ ସାରା ଭରସା।