ଜେଲ୍କୁ ଫେରିଲା ଗ୍ୟାଙ୍ଗଷ୍ଟର ଟିଟୋ
କେନ୍ଦ୍ରାପଡ଼ା : ୧୨ ଦିନର ରିମାଣ୍ଡ ଅବଧି ସରିବା ପରେ ବାରିମୂଳ ଜେଲ୍କୁ ଫେରିଛି ଗ୍ୟାଙ୍ଗଷ୍ଟର ଟିଟୋ । ୩ଟି ପର୍ଯ୍ୟାୟରେ ୧୨ ଦିନ ଧରି ଜେରା କରିଥିଲା କ୍ରାଇମବ୍ରାଞ୍ଚ । ରିମାଣ୍ଡ ସମୟରେ ଟିଟୋର ବ୍ୟବସାୟିକ ସାମ୍ରାଜ୍ୟ, ଅପରାଧିକ ଲିଙ୍କ୍ ଏବଂ ଅର୍ଥନୈତିକ କାରବାର ସଂପର୍କରେ ଖୋଳତାଡ଼ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଅଧିକ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଅାବେଦନ ନ କରିବାକୁ ଅାଜି ଟିଟୋକୁ ଜେଲକୁ ପଠାଇ ଦିଅାଯାଇଛି।
କେନ୍ଦ୍ରାପଡ଼ା : ୧୨ ଦିନର ରିମାଣ୍ଡ ଅବଧି ସରିବା ପରେ ବାରିମୂଳ ଜେଲ୍କୁ ଫେରିଛି ଗ୍ୟାଙ୍ଗଷ୍ଟର ଟିଟୋ । ୩ଟି ପର୍ଯ୍ୟାୟରେ ୧୨ ଦିନ ଧରି ଜେରା କରିଥିଲା କ୍ରାଇମବ୍ରାଞ୍ଚ । ରିମାଣ୍ଡ ସମୟରେ ଟିଟୋର ବ୍ୟବସାୟିକ ସାମ୍ରାଜ୍ୟ, ଅପରାଧିକ ଲିଙ୍କ୍ ଏବଂ ଅର୍ଥନୈତିକ କାରବାର ସଂପର୍କରେ ଖୋଳତାଡ଼ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ।
ଅଧିକ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଅାବେଦନ ନ କରିବାକୁ ଅାଜି ଟିଟୋକୁ ଜେଲକୁ ପଠାଇ ଦିଅାଯାଇଛି।