ପୋଷ୍ଟମ୍ୟାନ ଏବଂ ମେଲ୍‌ଗାର୍ଡ ପଦରେ ନିଯୁକ୍ତି ସୁଯୋଗ

ଭାରତୀୟ ଡାକଘର ତରଫରୁ ପୋଷ୍ଟମ୍ୟାନ ଏବଂ ମେଲ୍‌ ଗାର୍ଡ ପଦରେ ନିଯୁକ୍ତି ପାଇଁ ବି‌ଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ୨୧ ଏପ୍ରିଲ ୨୦୧୮ ପୂର୍ବରୁ ଆବେଦନ କରିପାରିବେ।

ପଦବି ସଂଖ୍ୟା-

୧) ପୋଷ୍ଟମ୍ୟାନ-୧୩୨

୨) ମେଲ୍ ଗାର୍ଡ- ୦୨

ଚାକିରି ସ୍ଥାନ- ହାଇଦ୍ରାବାଦ, ସିକନ୍ଦରାବାଦ

ଶିକ୍ଷାଗତ ଯୋଗ୍ୟତା- ପ୍ରାର୍ଥୀ ମାଟ୍ରିକ୍ ପାସ୍ କରିଥିବା ଆବଶ୍ୟକ।

ବୟସ ସୀମା-୧୮-୨୭ ବର୍ଷ

ଆବେଦନ ଫି- ପଞ୍ଜିକରଣ ପାଇଁ ୧୦୦ଟଙ୍କା ଦେବାକୁ ହେବ।

ଚୟନ ପ୍ରକିୟା- ଲିଖିତ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ।

ଅଧିକ ସୂଚନା ପାଇଁ ଆପଣ circle.in କିମ୍ବା www.telanganapostalcircle.gov.inରେ ଲଗ୍‌ଇନ୍‌ କରନ୍ତୁ।

 

Comments
Loading...