AIIMS ନର୍ସିଂ ଅଫିସର ପଦବିରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର / ଦିଲ୍ଲୀ ; ଏମସ ( All India Institute Of Medical Science) ରେ 551 ନର୍ସିଙ୍ଗ ଅଫିସର ପଦବିରେ ନିଯୁକ୍ତି ପାଇଁ ଵିଜ୍ଞପ୍ତି ପ୍ରକାଶ ପାଇଛି

ପଦବିର ନାମ ନର୍ସିଙ୍ଗ ଅଫିସର ଗ୍ରୁପ B
ପଦବି ସଖ୍ୟା – ୫୫୧
UR-୨୭୯
SC-୮୨
ST-୪୧
OBC-୧୪୯
ଶିକ୍ଷାଗତ ଯୋଗ୍ୟତା – ନର୍ସିଂରେ ସ୍ନାତକ/ଡିପ୍ଲୋମା
ବୟସ ସୀମା– ୧୮ ବର୍ଷରୁ ୩୦ ବର୍ଷ ଭିତରେ ଅାବେଦନ କରିପାରିବେ
ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୫ ବର୍ଷ, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୩ ବର୍ଷ ଓ ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ବୟସ ସୀମା ୧୦ ବର୍ଷ କୋହଳ
ବେତନ-ନର୍ସିଂ ଅଫିସର ୯୩୦୦ରୁ ୩୪୮୦୦ (ଗ୍ରେଡ୍ ପେ- ୪୬୦୦)
ଚୟନ ପ୍ରଣାଳୀ- ଲିଖିତ ପରୀକ୍ଷା
ଅାବେଦନ ଶୁଳ୍କ UR ଓ OBC -୫୦୦ ଟଙ୍କା
SC /ST – ୧୦୦ ଟଙ୍କା
ଅାବେଦନର ଶେଷ ତାରିଖ– ୧୨.୭ ୨୦୧୮

ଅଧିକ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ

https://www.aiimsexams.org/pdf/website%20add.pdf

Comments
Loading...